Delivery included to the United States

Tathapi Asiba Pheri

Tathapi Asiba Pheri

Paperback (05 Nov 2024) | Oriya

  • $18.42
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

କବିତା ଯେ ନୀରସ, କଠୋର ହୃଦୟରୁ ବାହାରି ପାରେନା? ତେବେ ଝରଣାର ଜନ୍ମ ହୁଏ କିପରି, କେଉଁଠାରୁ, କାହା ଛାତି ଚିରି? କବିତା ଓ ଝରଣା ମଧ୍ୟରେ ଆପଣ ପ୍ରଭେଦ ବାରିପାରିବେ ନିଶ୍ଚିତ, କିନ୍ତୁ କେତେଟା? ଝରଣା ପ୍ରବହମାନ। କବିତା ପ୍ରବହମାନ। ଝରଣା ନାରୀଟିଏ। କବିତା ନାରୀଟିଏ। ଉଭୟରେ ଭଗିନୀ, ଜନନୀ, ଜାୟା, ମାତାମହ ଆଦି ଶବ୍]ଦର ଜୀବନ୍ତ ସଂଜ୍ଞା ରହିଛି। କବିତା କେତେବେଳେ ନଦୀ, କେତେବେଳେ ଝରଣା। କବିତାକୁ ଦନ୍ତୁରତା ରୋକିପାରେନା।

ଆଜି ସେ ନାହାଁନ୍ତି। ଥିଲେ କେତେ ଭଲ ହୋଇଥାଆନ୍ତା। ମୋର ସବୁ ବହି, ମୋର ପ୍ରଗତିକୁ ଦେଖି ସେ କେତେ ଖୁସି ହୋଇଥାଆନ୍ତେ, ସେଇଥିରେ ମୋର ପେଟ-ମନ-ଆତ୍ମା ପୂରିଉଠି ଥାଆନ୍ତା। ତାଙ୍କରି ପାଇଁ, ତାଙ୍କରି ଯାତ୍ରାପଥ ପାଇଁ, ତାଙ୍କରି ଆସିବା ଓ ଯିବା, ଯିବା ଓ ଆସିବା ପାଇଁ ଏଇ ପଥ- ଏଇ ଶବ୍]ଦ ପଥ।

Book information

ISBN: 9781645606086
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 128
Weight: 172g
Height: 216mm
Width: 140mm
Spine width: 8mm